ରାଫେଲ ପ୍ରେମରେ ନୌସେନା : ଫ୍ରାନ୍ସ ସହ ହୋଇପାରେ ପୁଣିଥରେ ଡ଼ିଲ

ନୂଆଦିଲ୍ଲୀ: ଭାରତ ପୁଣି ଥରେ ଫ୍ରାନ୍ସ ସହିତ ରାଫେଲ ଯୁଦ୍ଧ ବିମାନ ଚୁକ୍ତି କରିପାରେ। କାରଣ ସ୍ୱଦେଶୀ ବିମାନ ପରିବହନକାରୀ, ଆଇଏନଏସ ବିକ୍ରାନ୍ତ ପାଇଁ ୨୬ଟି ଯୁଦ୍ଧ ବିମାନ ଆବଶ୍ୟକ ଏବଂ ନୌସେନା ଦ୍ୱାରା ପ୍ରତିରକ୍ଷା ମନ୍ତ୍ରାଳୟ ନିକଟରେ ଏକ ସ୍ୱତନ୍ତ୍ର ରିପୋର୍ଟ ଦାଖଲ କରାଯାଇଛି। ଭାରତୀୟ ନୌସେନା ଏହାର ସ୍ୱଦେଶୀ ବିମାନ ପରିବହନକାରୀ ଆଇଏନଏସ ବିକ୍ରାନ୍ତ ପାଇଁ ଡେକବେସ ଯୁଦ୍ଧ ବିମାନ ଆବଶ୍ୟକ କରୁଛି। ଯେହେତୁ ସ୍ୱଦେଶୀ ଯୁଦ୍ଧ … Continue reading ରାଫେଲ ପ୍ରେମରେ ନୌସେନା : ଫ୍ରାନ୍ସ ସହ ହୋଇପାରେ ପୁଣିଥରେ ଡ଼ିଲ